spot_img

ଜେଲରୁ ଫେରି ଅପରାଧି ପୁଣି କଲେ ସଂଙ୍ଗୀନ ଅପରାଧ

ଖୋର୍ଦ୍ଧା: ଜେଲରୁ ଫେରି ଅପରାଧୀ ମାନେ ପୁଣି ଘଟାଇଛନ୍ତି ସଙ୍ଗିନୀ ଅପରାଧ l ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଧଉଳି ମୁହଁ ଓ ଯଂକିଆ ଥାନା ଅନ୍ତର୍ଗତ ମଳିପଡା ଗ୍ରାମରେ l ଖୋର୍ଦ୍ଧା ସଦର ଥାନା ପୋଲିସ ଓ ଯଂଙ୍କିଆ ପୋଲିସର ମିଳିତ ଚଢ଼ାଉ ଦ୍ୱାରା ଗିରଫ କରାଯାଇଛି । ଗିରଫ ଡକାୟତ ମାନେ ହେଲେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦେଉଳ ଟାଙ୍ଗି ର ସୁନୀଲ କୁମାର ପ୍ରଧାନ, ଜଟଣୀ ଥାନା Arugul ଗ୍ରାମର ଆଦିତ୍ୟ ସାହୁ, ଦଳେଇ ପୂଟ ର ଶୁଭେନ୍ଦୁ ସାମନ୍ତରାୟ, ବରହର ପାଟଣା ର ଶିବ ସୁଂଦର ଦାସ l ଗିରଫ ଡକାୟତ ମାନକ ନାମରେ ପୁର୍ବରୁ Jankia ଓ ଖୋର୍ଦ୍ଧା ଥାନା ରେ ଏକାଧିକ କେଶ ଥିବା ତଦନ୍ତରୁ ଜଣାପଡ଼ିଛି l ଚାରି ଜଣ ଡକାୟତଙ୍କ ଠାରୁ ୪ଟି ବାଇକ ସହିତ ୫ଟି ମୋବାଇଲ , ଆଠଟି ଜୀବନ୍ତ ବୋମା , କଟୁରି ଓ ଖଣ୍ଡା ଭଳି ମର୍ଣାସ୍ଟଟା ସହିତ ନଗଦ ୨୧ ହଜାର ୩୫୦ ଟଙ୍କା ୨ packet ଲଙ୍କା ଗୁଣ୍ଡ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular