spot_img

ଘଣ୍ଟା ଦୋକାନୀଙ୍କ ମୃତ୍ୟୁରେ ଶୋକସଭା ପାଳନ

ଘସିପୁରା: ଘସିପୁରା ବସଷ୍ଟାଣ୍ଡର ଘଣ୍ଟା ଦୋକାନୀଙ୍କ ମୃତ୍ୟୁ ରେ ଶୋକସଭା ପାଳନ । ଦୋକାନୀ କ୍ଷେତ୍ରପୁରା ସୁତାରଙ୍କ ମୃତ୍ୟୁ ରେ ଏହି ଶୋକସଭା ପାଳନ କରାଯାଇଛି । ସୋମବାର ଅପରାହ୍ନରେ ଘସିପୁରା ମେଡ଼ିକାଲରେ ସେ ଦେହତ୍ୟାଗ କରିଛନ୍ତି । ଦୀର୍ଘ ୫୫ ବର୍ଷ ଧରୀ ସ୍ୱର୍ଗତ ଦୋକାନୀ ଜଣକ ଘସିପୁରା ବସଷ୍ଟାଣ୍ଟରେ ଦୋକାନ କରିଆସୁଥିଲେ । ତାଙ୍କ ମୃତ୍ୟୁ ପରେ ଅଂଚଳର ସମସ୍ତ ଦୋକାନୀ ମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହାସହ ମହାଯାତ୍ରାରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular