spot_img

ଗୁଜରାଟରେ ଚାଲିଛି ନଗର ନିଗମ ନିର୍ବାଚନର ଭୋଟ ଗଣତି

ଗୁଜରାଟରେ ଚାଲିଛି ନଗର ନିଗମ ନିର୍ବାଚନର ଭୋଟ ଗଣତି ।ଅହମ୍ମଦାବାଦ ସମେତ ମହାନଗରର ୫୭୬ ସିଟରେ ମତଦାନ ହୋଇଥିଲା ।ଶାସକ ଦଳ ବିଜେପି ବିରୋଧୀ କଂଗ୍ରେସ ମଧ୍ୟରେ ନିର୍ବାଚନକେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା  ତେବେ ପ୍ରଥମ ଥର ନଗର ନିଗମ ନିର୍ବାଚନରେ ଲଢିଥିବା ଆମ୍ ଆଦମୀ ପାର୍ଟି ଏଆଇଏମଆଇଏମ ମଧ୍ୟ ଆଶାନୁରୂପକ ପ୍ରଦର୍ଶନ କରିଛି ଏବେବି ଭୋଟ୍ ଗଣତି ଜାରି ରହିଛି । ଅହମ୍ମଦାବାଦରେ ଭୋଟ୍ ଗଣତି ଜାରି ରହିଛି ଏଠାରେ ଅସଦୁଦ୍ଦୀନ ଓଓ୍ୱେସୀଙ୍କ ଦଳ ୪ଟି ଆସନରେ ଆଗୁଆ ଥିବା ବେଳେ ଆପ୍ ୧୨ଟିରେ ଆଗୁଆ ରହିଛି ବିଜେପି ୪୩ଟି ଆସନରେ ଆଗୁଆ ଅଛି ସେହିପରି କଂଗ୍ରେସ ୫ଟିରେ ଆଗୁଆ ଅଛି ।ରାଜକୋଟରେ ମଧ୍ୟ ୧୪ଟି ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି କେବଳ ୨ଟି ଆସନରେ କଂଗ୍ରେସ ଭଲ ପ୍ରଦର୍ଶନ କରୁଛି ସେହିପରି ସୁରଟରେ ବିଜେପି ୧୬, କଂଗ୍ରେସ ୫ଟି ଆସନରେ ଆଗୁଆ ଅଛନ୍ତି ଏଠାରେ ଆମ୍ ଆଦମୀ ପାର୍ଟି ମଧ୍ୟ ୩ଟି ଓ୍ୱାର୍ଡରେ ଆଗୁଆ ରହିଛି

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular