spot_img

ନିଖୋଜ ବ୍ୟକ୍ତଙ୍କୁ ମୃତ ଘୋଷଣା କରିବେ ସରକାର

ଚାମୋଲିରେ ଘଟିଥିବା ହିମସ୍ଖଳନ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୩୬ ଜଣ ନିଖୋଜଙ୍କ ପତ୍ତା ମିଳିନି । ସେପଟେ ପରିବାର ସଦସ୍ୟମାନେ ନିଖୋଜ ବ୍ୟକ୍ତିଙ୍କ ବାଟ ଚାହିଁ ବସିଛନ୍ତି । ଠିକ ଏହି ସମୟରେ ରାଜ୍ୟ ସରକାର ନିଖୋଜ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିବା ଲାଗି ଏକ ଅଧିସୂଚନା ଜାରି କରିଛନ୍ତି । ଏଥିସହ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ମୃତୁ୍ୟ ପ୍ରମାଣପତ୍ର ଜାରି କରାଯିବ । ମୃତୁ୍ୟ ପ୍ରମାଣପତ୍ରକୁ ୩ଟି ଶ୍ରେଣୀରେ ବିଭକ୍ତ କରାଯିବ ବୋଲି ଅଧିସୂଚନାରେ ଦର୍ଶଯାଇଛି । ପରିବାର ବ୍ୟକ୍ତ ଦୁଃଖରେ ଭାଙ୍ଗି ପଡ଼ିଥିଲେ ବି ବାସ୍ତବତାକୁ ଗ୍ରହଣ କରିନେବାକୁ ପଡ଼ିବ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular