ଚେନ୍ନାଇ: ନିର୍ବାଚନ କମିଶନଙ୍କ ଦ୍ୱାରା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଗତକାଲି ନିର୍ବରଚନ ତାରିଖ ଘୋଷଣା କରାଯାଇଛି । ଏନେଇ ସବୁ ରାଜନୈତିକ ଦଳ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଯୋଜନା ପ୍ରସ୍ତୁତିରେ ଲାଗି ପଡିଲେଣି । ତେବେ ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ ନିର୍ବାଚନ ପ୍ରଚାର ପାଇଁ ସଜବାଜ ହେଲେଣି । ଅନ୍ୟପଟେ ମକ୍କଲ ନିଧି ମୈୟମର ମୁଖ୍ୟ ହାସନ କହିଛନ୍ତି, ମାର୍ଚ୍ଚ ୩ରୁ ସେ ନିର୍ବାଚନ ପ୍ରଚାରରେ ବାହାରିବେ । ତେବେ ମେଣ୍ଟକୁ ନେଇ ସେ କହିଛନ୍ତି ଏହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ମାର୍ଚ୍ଚ ୭ରେ ତାଙ୍କ ଦଳ ପ୍ରାର୍ଥୀଙ୍କ ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିବ ବୋଲି ସେ କହିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0