( )ବଢୁଛି ଖରା….. ମାର୍ଚ୍ଚ ପହିଲାରୁ ସକାଳୁଆ ହେବ ସ୍କୁଲ…. ନବମ ଓ ଏକାଦଶ ସକାଳ ୭ଟାରୁ ୯ଟା ଏବଂ ଦଶମ ଓ ଦ୍ୱାଦଶ ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ହେବ ପାଠପଢା…..ସ୍କୁଲରେ ରହିବ ପର୍ଯ୍ୟାପ୍ତ ପରିମାଣର ପାଣି….
( )ପୁଣିଥରେ ଲାଗୁ ହେଲା ହୋମ୍ ଆଇସୋଲେସନ ନିୟମ…. ଦିଲ୍ଲୀ ସମେତ ୧୨ ରାଜ୍ୟରୁ ଫେରିଥିବା ଯାତ୍ରୀଙ୍କ ପାଇଁ ନିଦେ୍ର୍ଦଶ…. ଲକ୍ଷଣ ଥିଲେ ହେବ ଆରଟିପିସିଆର ଟେଷ୍ଟ…. ସଂକ୍ରମଣ ଉପରେ ନଜର ରଖିବାକୁ ବିମାନ, ରେଳବିଭାଗ ଏବଂ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି…..ସମସ୍ତ ଯାତ୍ରୀ ୭ ଦିନ ହୋମ ଆଇସୋଲେସନରେ ରହିବା ବାଧ୍ୟତାମୂଳକ….
( )ପୁଣି ଡରାଇଲାଣି କରୋନା…. ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଲାଗିଲା ପ୍ରତିବନ୍ଧକ….ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବିଦେଶକୁ ଉଡିପାରିବନି ବିମାନ…..ଟ୍ୱିଟ ମାଧ୍ୟମରେ ସୂଚନା ଦେଲେ ଡିଜିସିଏ….
( )ବିପୁଳ ପରିମାଣର ବିସ୍ଫୋରକ ଜବତ… ବଡ ଧରଣର ଅଘଟଣରୁ ବର୍ତ୍ତିଗଲେ ଯବାନ…. କମ୍ବିଂ ଅପରେସନକୁ ଯାଇଥିବା ବେଳେ କୋରାପୁଟ ପିଣ୍ଡାପଦାର ଜଙ୍ଗଲରୁ ବିସ୍ଫୋରକ ଜବତ କଲା ବିଏସଏଫ ଯବାନ….. ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ କରି ବିସ୍ଫୋରକ ରଖିଥିବା ସନେ୍ଦହ…..
( ) ଆଜି ପବିତ୍ର ମାଘ ପୂର୍ଣ୍ଣିମା… ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ବିଭୁଷିତ ହେବ ଶ୍ରୀଜିଉ….ରତ୍ନ ସିଂହାସନରେ ଗରୁଡ ଉପରେ ବସି ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ….ସାଙ୍ଗରେ ରହିବେ ମା’ ଲଷ୍ମୀ……
( )ଫେବୃଆରୀ ନ ସରୁଣୁ ପ୍ରବଳ ତାତି…. ରାଜଧାନୀ ଭୁବନେଶ୍ୱରେ ପାରଦ ଟପିଲାଣି ୪୦ ଡିଗ୍ରୀ…..ରାଜ୍ୟରେ ଅନ୍ୟ ଅଞ୍ଚଳରେ ମଧ୍ୟ ସ୍ୱାଭାବିକ ଠାରୁ ଅଧିକ ରହୁଛୁ ତାପମାତ୍ରା….



Visitors Today : 1
Total Visitors : 130424
Total Views : 9891955
Visitors Online Now : 0