spot_img

ଘସିପୁରା ବ୍ଲକ ମଙ୍ଗଳପୁର ଗ୍ରାମରେ ପାଳିତ ହୋଇଛି ଅଗ୍ନି ଉତ୍ସବ

କେନ୍ଦୁଝର : କେନ୍ଦୁଝର ଜିଲ୍ଳା ଘସିପୁରା ବ୍ଲକ ମଙ୍ଗଳପୁର ଗ୍ରାମରେ ପାଳିତ ହୋଇଛି ଅଗ୍ନି ଉସôବ । ଏଥିପାଇଁ ପ୍ରଥମେ ଗାଁରେ ନଡା ଏକାଠି କରି ସେଠାରେ ଅଗ୍ନିଦେବଙ୍କର ପୂଜାର୍ଚ୍ଚନା କରାଯାଏ । ଏହାପରେ ନଡାରେ ଅଗ୍ନି ସଂଯୋଗ କରାଯାଏ । ଅଗ୍ନି ମଧ୍ୟକୁ ଲୋକମାନେ ପନିପରିବା ଫିଙ୍ଗିଥାନ୍ତି । ଜଳିଯାଇଥିବା ପନିପରିବାର ଅବଶିଷ୍ଟାଂଶ ଘରେ ପ୍ରସାଦ ରୂପେ ଗ୍ରହଣ କରାଯାଏ । ଏହା ଦ୍ୱାରା ରୋଗ ପ୍ରତିଷେଧକ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିସହ ଗାଁକୁ କୌଣସି ସଙ୍କଟ ନ ଆସିବା ଏବଂ ଭଲ ଚାଷ କାର୍ଯ୍ୟ ହୋଇଥିବାର ବିଶ୍ୱାସ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular