spot_img

ପାକିସ୍ତାନ ସହ କୌଣସି ମ୍ୟାଚ୍ ନ ହେଉ: ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ପାକିସ୍ତାନ ସହ କ୍ରିକେଟ ମ୍ୟାଚକୁ ନେଇ ବଡ ବୟାନ ଦେଇଛନ୍ତି । ଭାରତ ଭବିଷ୍ୟତରେ ପାକିସ୍ତାନ ସହ କୌଣସି ମ୍ୟାଚ୍ ନଖେଳୁ ବୋଲି ଗମ୍ଭୀର କହିଛନ୍ତି । ଶୁକ୍ରବାର ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଦେଶର ଯବାନଙ୍କ ଜୀବନ କ୍ରିକେଟଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ପାକିସ୍ତାନ ସୀମା ପାର୍ ଆତଙ୍କବାଦ ବନ୍ଦ ନକଲେ କୌଣସି ମ୍ୟାଚ୍ ନହେଉ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular