spot_img

ରେକର୍ଡ ଭାଙ୍ଗୁଛି ରାଜଧାନୀ ତାତି

ଭୁବନେଶ୍ୱର: ସାରା ଦେଶ ପାଇଁ ଭୁବନେଶ୍ୱର ପାଲଟିଛି ଉତ୍ତପ୍ତ ପିଣ୍ଡ ଲଗାତାର ଦିନ ହେବ ଭୁବନେଶ୍ୱର ଭାରତର ସବୁଠୁ ଉତ୍ତପ୍ତ ସହର ରହିଛି ପ୍ରତିଦିନ ରେକର୍ଡ ଭାଙ୍ଗୁଛି ରାଜଧାନୀ ତାତି। ଶନିବାର ମଧ୍ୟ ୪୦ ଡିଗ୍ରୀ ସେଲସିୟସ୍ଡେଇଁଛି ପାରଦ ସ୍ୱାଭାବିକଠାରୁ ଡିଗ୍ରୀ ସେଲସିୟସ୍ଉପରକୁ ଉଠି ତାପମାତ୍ରା ୪୦. ଡିଗ୍ରୀରେ ପହଞ୍ଚିଛି ।ଭୁବନେଶ୍ୱର ସମେତ ରାଜ୍ୟର ୬ଟି ସହରରେ ଦିନ ତାପମାତ୍ରା ୩୮ ଡିଗ୍ରୀ ଅତିକ୍ରମ କରିଥିବା ରେକର୍ଡ କରାଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଏବେ ନିସ୍ତାର ନାହିଁ ତାତିରୁ ଆହୁରି / ଦିନ ଏମିତି ଛଟପଟ କରିବ ଅସ୍ୱାଭାବିକ ଗରମ ତାପରେ ସାମାନ୍ୟ କମିପାରେ କିନ୍ତୁ ୬ରୁ ପୁଣି ଜଳିବ ସାରା ଓଡ଼ିଶା ପାଣିପାଗ ବିଭାଗ ସତର୍କ କରାଇଛି, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଅନୁଗୁଳ, ମୟୂରଭଞ୍ଜ ସମେତ ଭୁବନେଶ୍ୱର ସହରରେ ଆସନ୍ତା ୨ଦିନ ଭୀଷଣ ଗରମ ଅନୁଭୂତ ହେବ ଏପରିକି ସ୍ୱାଭାବିକ ଠାରୁ ୫ଡିଗ୍ରୀ ଅଧିକ ରହିପାରେ ପାରଦ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପଦାକୁ ଯିବାବେଳେ ସତର୍କତା ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular