ଅହମଦାବାଦ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୪ର୍ଥ ଟେଷ୍ଟ ମ୍ୟାଚ ଖେଳିବେନି ଦ୍ରୁତ ବୋଲର ଯଶପ୍ରୀତ ବୁମରା । ତେବେ ବିସିସିଆଇର କହିବା ଅନୁସାରେ ଯଶପ୍ରୀତ ବୁମରା ବ୍ୟକ୍ତିଗତ କାରଣରୁ ୪ର୍ଥ ଟେଷ୍ଟ ମ୍ୟାଚରେ ନ ଖେଳିବାକୁ ଅନୁରୋଧ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଟିମରୁ ରିଲିଜ କରିଦିଆଯାଇଛି ଏବଂ ସେ ୪ର୍ଥ ଟେଷ୍ଟରେ ଖେଳିବେ ନାହିଁ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0