ୱେଷ୍ଟଇଣ୍ଡିଜ: ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ୱେଷ୍ଟଇଣ୍ଡିଜ ଦଳରେ ସାମିଲ ହେଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ । ତେବେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟ୍ୱେଣ୍ଟି୨୦ ସିରିଜ ନିମନ୍ତେ ୧୪ ଜଣିଆ ୱେଷ୍ଟଇଣ୍ଡିଜ ଦଳରେ ସ୍ଥାନ ପାଇଛନ୍ତି ଗେଲ । ଅନ୍ୟପଟେ ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଆଇପିଏଲ ଓ ପାକିସ୍ତାନ ସୁପରଲିଗରେ ଭଲ ପ୍ରଦର୍ଶନ କରିଥିବାରୁ ଗେଲଙ୍କୁ ୱେଷ୍ଟଇଣ୍ଡିଜ ଟ୍ୱେଣ୍ଟି-୨୦ ଦଳରେ ସାମିଲ କରାଯାଇଥିବା ମୁଖ୍ୟ ମନୋନୟନକାରୀ ରୋଜର ହାର୍ପର ସୂଚନା ଦେଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0