spot_img

‘ଧାକଡ଼’ର ସୁଟିଂ ଶେଷ କଲେ ଅଭିନେତା ଅର୍ଜୁନ ରାମପାଲ

ଫିଲ୍ମ ‘ଧାକଡ଼’ର ସୁଟିଂ ଶେଷ କଲେ ଅଭିନେତା ଅର୍ଜୁନ ରାମପାଲ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଅର୍ଜୁନ ରାମପାଲ ଏବଂ କଙ୍ଗନା ରଣାୱତ ଏକାଠି ନଜର ଆସିବେ। ଫିଲ୍ମରେ କଙ୍ଗନା ନେଗେଟିଭ ଭୂମିକାରେ ନଜର ଆସିବେ।ଅର୍ଜୁନ ଇନଷ୍ଟାଗ୍ରାମରେ ଫିଲ୍ମର ସମସ୍ତ ସଦସ୍ୟଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅର୍ଜୁନ କିଛି ମାସର ଧରି ଭୋପାଳରେ ଏହି ଫିଲ୍ମର ସୁଟିଂ କରୁଥିଲେ। ‘ଧାଡ଼କ’ ଏକ ସ୍ପାଇ ଥ୍ରୀଲର ଫିଲ୍ମ। ରଜନିଶ ରେଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୧ ଅକ୍ଟୋବରକୁ ରିଲିଜ ହେବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular