ମୁମ୍ବାଇ: ବଲିଉଡ ଅଭିନେତା ଶାହିଦ କପୁରଙ୍କ ଭାଗ୍ୟ ଚମକୁଛି। କବିର ସିଂହ ସୁପରହିଟ ହେବାପରେ ତାଙ୍କର ଅପକମିଙ୍ଗ ଫିଲ୍ମ ‘ଜର୍ସି’କୁ ନେଇ ଖୁବ ଚର୍ଚ୍ଚା ହେଉଛି। ‘ଜର୍ସି’ରେ ସେ ଭିନ୍ନ ଅବତାରରେ ନଜର ଆସିବେ। ଏହି ଫିଲ୍ମ ଚଳିତ ବର୍ଷ ଦୀପାବଳିରେ ରିଲିଜ ହେବାକୁ ଅଛି। ଇତି ମଧ୍ୟରେ ଜଣାପଡିଛି ଯେ ୩ ବର୍ଷ ପରେ ପୁଣି ଏକ ବାୟୋପିକରେ ନଜର ଆସିପାରନ୍ତି। ସେ ମରାଠା ଗୌରବ ରାଜା ଛତ୍ରପତି ଶିବାଜୀ ମହାରାଜଙ୍କ ଚରିତ୍ରରେ ନଜର ଆସିବେ।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0