spot_img

ମାତ୍ର ୧୮ ଘଂଟାରେ ନିର୍ମାଣ କଲେ ୨୫ କି.ମି ଜାତୀୟ ରାଜପଥ

ନୂଆଦିଲ୍ଲୀ: ସଡକ ନିର୍ମାଣକୁ ନେଇ ଭାରତ ସରକାର ଆଉ ଏକ ରେକର୍ଡ ନିଜ ନାମରେ ନାମିତ କରିଛନ୍ତି । ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ମାତ୍ର ୧୮ ଘଂଟାରେ ୨୫.୫୪ କିଲୋମିଟର ସିଙ୍ଗଲ ଲେନ୍ ରାଜପଥ ନିର୍ମାଣ କରି ଲିମକା ବୁକ୍ ଅଫ୍ ରେକର୍ଡରେ ନିଜ ନାମ ସ୍ଥାନିତ କରିଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ୍ ଗଡକରୀ । ଟ୍ୱିଟ୍ ରେ କହିଛନ୍ତି କି ମାତ୍ର ୧୮ ଘଂଟାରେ ରାଜମାର୍ଗର ୨୫.୫୪ କି,ମି ରାସ୍ତା ମାତ୍ର ୧୮ ଘଂଟାରେ ନିର୍ମାଣ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular