ଯାଜପୁର: ଡ୍ୟୁଟି ସମୟରେ ମଦ ପିଇ ସସ୍ପେଣ୍ଡ ହେଲେ ୪ କର୍ମଚାରୀ। ଏହି ଘଟଣା ଯାଜପୁର ଏସ୍ପିଙ୍କ ସାମ୍ନାକୁ ଆସିବା ମାତ୍ରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବିତ କର୍ମଚାରୀ ହେଲେ ଜାରକା ଫାଣ୍ଡିର ୨ କନଷ୍ଟେବଳ ଏବଂ ୨ ଓଏପିଏଫ ଯବାନ। ଏଭଳି କାର୍ୟ୍ୟ ଦେଖି ବିଭିନ୍ନ ମହଲରେ ଯାଜପୁର ଏସ୍ପିଙ୍କୁ ପ୍ରଶଂସା କରାଯାଇଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0