spot_img

ଖୋର୍ଦ୍ଧା ଗୁରୁଜଙ୍ଗ ଗୁଳିମାଡ ଘଟରଣାରେ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଗୁରୁଜଙ୍ଗ ଅଞ୍ଚଳରେ ଗୁଳିମାଡ ଘଟରଣାରେ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ । ଅଭିଯୁକ୍ତ ଜଣକ ହେଲା ଦୀପକ କୁମାର ସାହୁ ଓରଫ ଦିପୁ । ଗତବର୍ଷ ଡିସେମ୍ବର ୮ ତାରିଖରେ ଗୁରୁଜଙ୍ଗ ମଝି ସାହିର ସନ୍ତୋଷ କୁମାର ସାହୁଙ୍କ ଉପରେ ହୋଇଥିଲା ଗୁଳି ମାଡ । ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଦୀପକକୁ ଗିରଫ କରିଥିଲା । ଗିରଫ ସମୟରେ ଅଭିଯୁକ୍ତ ଠାରୁ ଏକ ଦେଶୀ ବନ୍ଧୁକ ଓ ଦୁଇଟି ଅଫୁଟା ଗୁଳି ଜବତ କରିଛି ପୋଲିସ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular