ଖୋର୍ଦ୍ଧା: ଖୋର୍ଦ୍ଧାର ପୂର୍ବତନ ଆଇନଜୀବୀ ତଥା ଓକିଲ ସଂଘର ପୂର୍ବତନ ସଭାପତି ରବି ନାରାୟଣ ବର୍ମାଙ୍କର ଦେହାନ୍ତ ହୋଇଯାଇଛି । ୯୬ ବର୍ଷ ବୟସରେ ଖୋର୍ଦ୍ଧା ସ୍ଥିତ ବାସଭାବନରେ ତାଙ୍କର ଦେହାନ୍ତ ହୋଇଛି । ପୂର୍ବରୁ ସେ ଖୋର୍ଦ୍ଧା ଜନତା ଦଳର ସଭାପତି ଓ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ୯ ବର୍ଷ ଧରି ସଭାପତି ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କ ଦେହାନ୍ତରେ ଖୋର୍ଦ୍ଧା ଅଞ୍ଚଳରେ ଶୋକର ଛାୟା ଗେଖଳିଯାଇଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0