spot_img

ମା ବ୍ରାହ୍ମଣୀଦେବୀ ପୀଠରେ ସ୍ୱଚ୍ଛଭାରତ ବୈଠକ ଅନୁଷ୍ଠିତ

ଭାପୁର ସଦରମହକୁମା ମା ବ୍ରାହ୍ମଣୀଦେବୀ ପୀଠରେ ସ୍ୱଚ୍ଛଭାରତ ବୈଠକ ଅନୁଷ୍ଠିତ । ବରିଷ୍ଠ କର୍ମକର୍ତ୍ତା ମାନେ ବ୍ରାହ୍ମଣୀଦେବୀ ମନ୍ଦିର ପରସରରେ ସ୍ୱଚ୍ଛଭାରତ କରିଥିଲେ । ବରିଷ୍ଠ ନାଗରିକ ସଭାପତି ଫକୀର ଚରଣ ଜେନାଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଠାରେ ବରିଷ୍ଠ ନାଗରିକଙ୍କୁ ବ୍ୟାଙ୍କ, ଥାନା, ତହସିଲ ଅଫିସରେ ଅଣଦେଖା କରାଯାଉଥିବା ଆଲୋଚନା କରାଯାଇଥିଲା । ବୈଠକରେ ଗୃହ ଆବଶ୍ୟକ ଥିବାରୁ ତହସିଲଦାରଙ୍କୁ ଏକ ଦାବିପତ୍ର ଦିଆଯିବ ବୋଲି ମଧ୍ୟ ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular