spot_img

ଡମପଡା ବ୍ଲକ ଭଗିପୁର ଗ୍ରାମରୁ ଆହତ ହରିଣ ଉଦ୍ଧାର

କଟକ : ତମପଡା ବ୍ଲକ ଭଗିପୁର ଗ୍ରାମରୁ ଏକ ଆହାତ ହରିଣ ଉଦ୍ଧାର । ଉଦ୍ଧାର କରିଛି କଟକ ଜିଲ୍ଲା ବାଙ୍କୀ ତମପଡା ବ୍ଲକ ଭଗିପୁର ବନବିଭାଗ । ସୂଚନା ମୁତାବକ, ହରିଣଟି ଖାଦ୍ୟ ଅନ୍ୱେଷଣରେ ଗ୍ରାମ ଭିତରକୁ ପଶିଆସିଥିଲା । ବୁଲା କୁକୁରଟି ହରିଣକୁ ଗୋଡାଇବାରୁ ହରିଣଟି ଗୁରୁତର ଭାବେ ଆହତ ହୋଇଯାଇଥିଲା । ଖବର ପାଇ ଭଗିପୁର ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ହରିଣଟିକୁ ଉଦ୍ଧାର କରି ଚିକିସôା କରିଥିଲେ । ପରେ ତାକୁ ଚନ୍ଦକା- ଡମପଡା ଜଙ୍ଗଲରେ ଛାଡିଦେଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular