spot_img

ପାକିସ୍ତାନ ବିଧାନସଭାରେ ଜୋରଦାର ଗଣ୍ଡଗୋଳ

ପାକିସ୍ତାନ ବିଧାନସଭାରେ ଜୋରଦାର ଗଣ୍ଡଗୋଳ ମୁଥ ମାଡରୁ ଗୋଇଠା, ଧକ୍କାରେ କମ୍ପିଲା ପୁରା ବିଧାନସଭା ସ୍ଥିତି ଅତି ଭୟଙ୍କର ହୋଇଯାଇଥିଲା ଏହି ଗଣ୍ଡଗୋଳ ହୋଇଛି ପାକିସ୍ତାନର ସିନ୍ଧ୍ ବିଧାନସଭା ଭିତରେ ବିଧାନସଭା ପରିବେଶ ଏତେ ଭୟଙ୍କର ହୋଇଯାଇଥିଲା ଯେ ମହିଳା ସଦସ୍ୟମାନେ ବିଧାନସଭା ଭିତରୁ ଜୀବନ ବଂଚାଇ ଚାଲି ଯାଇଥିଲେ ପାକିସ୍ତାନର ସିନ୍ଧ ପ୍ରଦେଶର ବିଧାନସଭା ଚାଲିଥିବା ବେଳେ ଏହି ଘଟଣା ଦେଖିବାକୁ ମିଳିଛି । ଇମ୍ରାନ୍ ଖାନଙ୍କ ପାର୍ଟି ତେହରିକ୍ ଇନସାଫର ସଦସ୍ୟଙ୍କ ମଧ୍ୟରେ ଜୋରଦାର ମାରପିଟ୍ ହୋଇଥିଲା ସିନ୍ଧ ବିଧାନସଭା ଭିତରର ଏହି ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେଉଛି ଏହା ସହିତ ପାକିସ୍ତାନର ଗଣତନ୍ତ୍ରର ଅସଲ ମୁଖା ଖୋଲି ଯାଇଛି ପାକିସ୍ତାନରେ ସିନେଟ୍ ପାଇଁ ଭୋଟିଂ ହେବାର ଥିଲା ଇମ୍ରାନ୍ ଖାନଙ୍କ ଦଳର ସମସ୍ତ ବିଧାୟକଙ୍କୁ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ କରିବାକୁ ଦଳର ନିର୍ଦ୍ଦେଶ ରହିଥିଲା । ତେବେ ଏତିକି ବେଳେ ଇମ୍ରାନ୍ ଖାନଙ୍କ ପାର୍ଟି ତେହରିକ ଇନସାଫ ଦଳର ଜଣ ସଦସ୍ୟ , ନିଜ ଇଛାରେ ଭୋଟ୍ ଦେବାକୁ ଘୋଷଣା କରିଥିଲେ ବାସ୍ , ଏହା ପରେ ଆରମ୍ଭ ହୋଇଥିଲା କଥା କଟାକଟି ବିଦ୍ରୋହୀ ସଦସ୍ୟଙ୍କୁ ଘେରି ଯାଇଥିଲେ ଇମ୍ରାନ ଖାନଙ୍କ ପାର୍ଟିର ଅନ୍ୟ ସଦସ୍ୟମାନେ ଆଉ ଆରମ୍ଭ ହୋଇଥିଲା ଧକ୍କା ମରାମରି ମାଡପିଟରେ ବେଶ୍ କିଛି ସମୟ କମ୍ପିଲା ସିନ୍ଧ ବିଧାନସଭା

LEAVE A REPLY

Please enter your comment!
Please enter your name here

- Advertisment -

Most Popular