ଖୋର୍ଦ୍ଧା : ଖୋର୍ଦ୍ଧାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ମଞ୍ଜୁରୀ । ୨୨ଟି ପଂଚାୟତରେ ପାନୀୟ ଜଳ ଯୋଗାଇ ଦିଆଯିବ । ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାର ଜେ.ଜେ.ଏମ ଯୋଜନାରେ ଲୋକେ ପାନୀୟ ଜଳ ପାଇପାରିବେ । ତେବେ ଗ୍ରାମପଂଚାୟତ ଅଧିନରେ ଥିବା ୧୧୭ ଟି ଗ୍ରାମରେ ପାନୀୟ ଜଳ ଯୋଗାଇ ଦିଆଯିବ । ପ୍ରକଳ୍ପକୁ ଇପିସି ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ବିଧାୟକ ଜ୍ୟୋତିରେନ୍ଦ୍ର ନାଥ ମିତ୍ର ଓ ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ୍ୟ ପ୍ରଶାନ୍ତ ଜଗଦେ୍ଦବ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0