ଫେରିଲା କ୍ରିକେଟ ମହାକୁମ୍ଭ। ଆସନ୍ତା ଏପ୍ରିଲ୍ ୯ ତାରିଖରୁ ଖେଳାଯିବ ଇଣ୍ଡିଆନ୍ ପ୍ରିମିୟର୍ ଲିଗର ୧୪ତମ ସଂସ୍କରଣ। ଆଇପିଏଲ୍ ମ୍ୟାଚ୍ ଏପ୍ରିଲ୍ ୯ ତାରିଖରୁ ଆରମ୍ଭ ହୋଇ ମେ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦେଶର ୬ଟି ସ୍ଥାନରେ ùjaûନେଇ ବିସିସିଆଇ ଟ୍ୱିଟ୍ କରି ସୂଚନା ଦେଇଛି। ଏହି ତାଲିକାରେ ପ୍ରଥମଥର ଅହମ୍ମଦାବାଦର ମୋଟେରା ବା ମୋଦି ଷ୍ଟାଡିୟମ ସାମିଲ ହୋଇଛି। ଏହାସହ ଚେନ୍ନାଇ, ବେଙ୍ଗାଲୁରୁ, ନୂଆଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇରେ ଆଇପିଏଲ୍ ମ୍ୟାଚ ଖେଳାଯିବ। ସମୁଦାୟ ୫୧ ଦିନ ଧରି ଅନୁଷ୍ଠିତ ଦିନ ଧରି ଅନୁଷ୍ଠିତ ହେଉଥିବା ଟୁର୍ଣ୍ଣାମେଣ୍ଟରେ ୬୦ଟି ମ୍ୟାଚ୍ ଖେଳାଯିବ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0