ନବରଙ୍ଗପୁରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ । ଉମରକୋଟ ବ୍ଲକ ଅନ୍ତର୍ଗତ ପୂଜାରିଗୁଡା ସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ । ଏହି କାର୍ୟ୍ୟକ୍ରମରେ ବହୁ ସଂଖ୍ୟାର ପୁରୁଷ ଓ ମହିଳା ମାନେ ଯୋଗ ଦେଇ ରାକ୍ତ ଦାନ କରିଥିଲେ । ଏହି କାର୍ୟ୍ୟକ୍ରମ କରିବା ଦ୍ୱାରା ନବରଙ୍ଗପୁରରେ ରାକ୍ତର ଆବଶ୍ୟକତା ପୂରଣ ହେବ ବୋଲି ଜନସାଧାରଣ ମାନେ ମତ ପ୍ରକାଶ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0