spot_img

ଆଇଗିଣିଆରେ ବେଆଇନ ଦୋକାନ, ଘର ଉଚ୍ଛେଦ

ଭୁବନେଶ୍ୱର: ବେଆଇନ ଭାବେ ଦୋକନ, ଘର ଉଚ୍ଛେଦ । ଆଇଗିଣିଆ ଛକ ନିକଟରେ ବେଆଇନ ଭାବେ ହୋଇଥିବା ଦୋକନ, ଘର ସବୁ ଉଚ୍ଛେଦ କରାଯାଇଛି । ବିଡିଏ ଏବଂ ବିଏମସି ମିଳିତ ହୋଇ ଏହା ଉଚ୍ଛେଦ କରିଛନ୍ତି । ରାସ୍ତା ପାଶ୍ୱର୍ରେ ଦୋକାନ ଗୁଡିକ ଥିବାରୁ ସେଠାରେ ବେଶି ଭିଡ ଜମି ରହୁଥିଲା । ନିକଟରେ ଏମସ ହସ୍ପିଟାଲ ଥିବାରୁ ରୋଗୀ ମାନେ ମେଡିକାଲକୁ ଆସିବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular