କରୋନା ସଂକ୍ରମଣରେ ପୁଣି ଭାରତକୁ ଟପିଲା ବ୍ରାଜିଲ । କିଛି ଦିନ କୋଭିଡ ସଂକ୍ରମଣ କମିବା ପରେ ଏବେ ପୁଣି ଅନେକ ଦେଶରେ ସଂକ୍ରମଣ ବଢିବାକୁ ଲାଗିଛି । ଦିନକୁ ହାରାହାରି ସଂକ୍ରମଣ ୮୦ ହଜାର ଟପିଲାଣି । ଗୋଟିଏ ଦିନରେ ବ୍ରାଜିଲରେ ୮୫ହଜାର ୬୬୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣରେ ବିଶ୍ୱରେ ଦ୍ୱିତୀୟ ଦେଶ ବନିଯାଇଛି ବ୍ରାଜିଲ । ଏହାସହ କରୋନା ଦ୍ୱାରା ପ୍ରଭାବିତ ଦେଶ ତାଲିକାରେ ଭାରତକୁ ଟପି ଦ୍ୱିତୀୟ ଦେଶ ବନିଯାଇଛି ବ୍ରାଜିଲ । ସେପଟେ ଏଠାରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0