( )ଦେଶବ୍ୟାପି ଆଜିଠାରୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ….ଘରୋଇ କରଣକୁ ବିରୋଧ କରି ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନର ବନ୍ଦ ଡାକରା…..ସମର୍ଥନ କଲେ ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ….ଆନେ୍ଦାଳନରେ ସାମିଲ ହେବେ ପ୍ରାୟ ୧୦ ଲକ୍ଷ କର୍ମଚାରୀ….
( )ଚିନ୍ତା ବଢାଇଲାଣି ଦେଶରେ ଦୈନିକ କରୋନା ସଂକ୍ରମଣ….ମହାରାଷ୍ଟ୍ର, ନାଗପୁରରେ ଆଜିଠୁ ୭ ଦିନିଆ ଲକଡାଉନ୍….ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ପରେ ରାଜ୍ୟରେ କୋଭିଡ ନିୟମ ଯାଞ୍ଚ ପାଇଁ ତୟାର ପ୍ରଶାସନ….
( ) ଆନ୍ଧ୍ର ପ୍ରଦେଶର କୋରଲମ ଠାରେ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ…..ହେଲପରଙ୍କ ମୃତୁ୍ୟ ସହ ୫ ଗୁରୁତର ଆହତ… ତ୍ରିପାଠୀ ନାମକ ଘରୋଇ ବସ ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ସମୟରେ ହୋଇଛି ଦୁର୍ଘଟଣା….ଗୁରୁତରଙ୍କୁ ବାରୁଆ ସରକାରୀ ଡାକ୍ତରଖାନାରେ ଭର୍ତ୍ତି…..
( ) ଦୀର୍ଘ ଗୋଟିଏ ବର୍ଷ ପରେ ଖୋଲିଲା ପୁରୀ ନିକଟସ୍ଥ ବ୍ଲୁ ସ୍ପୋର୍ଟ୍ସ ୱାଟର ପାର୍କ….ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ସଂସ୍ଥା ପକ୍ଷରୁ ରଖାଯାଇଛି ଆକର୍ଷଣୀୟ ଅଫର….ପ୍ରଥମ ଦିନରେ ୱାଟର ପାର୍କରେ ଜମିଲା ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ଭିଡ….
( ) ଦେଶର ବିଭିନ୍ନ ସ୍ଥାନରେ ରେଡ୍ କଲା ଏନଆଇଏ…. ପାକିସ୍ଥାନର କୌଣସି ଆତଙ୍କବାଦୀ ସଂଗଠନ ଲିଙ୍କ୍ ଥିବା ଯୋଗୁଁ ରେଡ୍ ହୋଇଥିବା ସୂଚନା….ଦିଲ୍ଲୀ, କେରଳ, କର୍ଣ୍ଣାଟକ ସମେତ ୧୦ଟି ସ୍ଥାନରେ ରେଡ୍ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା…. ଏହି ମାମଲାରେ ଏନଆଇଏ ୫ ଜଣଙ୍କୁ ଗିରଫ କରିଥିବା ସୂଚନା….



Visitors Today : 5
Total Visitors : 130174
Total Views : 9891621
Visitors Online Now : 0