spot_img

ବିଜୁ ପ୍ରିମିୟମ ଲିଗ୍ ର ଶୁଭ ଉଦଘାଟନ

ଖୋର୍ଦ୍ଧା: ବିଜୁ ପ୍ରିମିୟମ ଲିଗ୍ ର ଶୁଭ ଉଦଘାଟନ ପାଇଁ ସାମ୍ବାଦିକ ସମ୍ମିଳନୀ । ଖୋର୍ଦ୍ଧା ବିଜେବି ହାଇସ୍କୁଲ ପଡ଼ିଆରେ ବିଜୁ ଜନତା ଦଳ ତରଫରୁ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ କ୍ରମେ ଯୁବକ ଏବଂ ଛାତ୍ର ମାନଙ୍କୁ କ୍ରୀଡ଼ା ଦ୍ୱାରା ସଚେତନ କରିବା ପାଇଁ ଏହାକୁ ଆୟୋଜନ କରାଯାଉଛି । ବିଜୁ ଜନତା ଦଳର ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମାର୍ଚ୍ଚ ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ବିଜୁ ପ୍ରିମିୟମ ଲିଗ୍ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ । ଖୋର୍ଦ୍ଧ ବିଧାୟକ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular