ଖୋର୍ଦ୍ଧା: ଖୋର୍ଦ୍ଧାରେ ଶିବ ସଦେଶ ରଥ ପରିକ୍ରମାର ଶୁଭାରମ୍ଭ ହୋଇଯାଇଛି । ଗୋଳବାଇ ଗ୍ରାମର ଓଁ ଶାନ୍ତି ଆଶ୍ରମ ତରଫରୁ ଏହାର ଶୁଭାରମ୍ଭ କରାଯାଇଛି । ଆଶ୍ରମର ମୁଖ୍ୟ ଉମେଶ ଚନ୍ଦ୍ର ବାରିକଙ୍କ ତତ୍ୱାବଧାନରେ ଏହି ରଥ ପରିକ୍ରମା କରାଯାଇଛି । ପରମପିତା ଶିବ ପରମ ଆତ୍ମାଙ୍କର ଦିବ୍ୟ ଅଲୌକିକ ଘଟଣା ଓ ଶିବ ମାନବ ଶରୀରରେ ଦିବ୍ୟ ଅବତରଣ କରି ଆମ ଆତ୍ମା ଜ୍ୟୋତି ମାନଂକ ସହଜ ରାଜଯୋଗ ଓ ସତ୍ୟ ଗୀତା ଜ୍ଞାନ ଦେଇ ପୁଣି ଥରେ ସୁଖ, ଶାନ୍ତିମୟ ସତ୍ୟ ଯୁଗି ଦୈବୀ ସାମ୍ରାଜ୍ୟ ସ୍ଥାପନ କରିବା ଲକ୍ଷ୍ୟ ନେଇ ଓଁ ଶାନ୍ତି ଆଶ୍ରମ ତରଫରୁ ଶିବ ସନ୍ଦେଶ ରଥ ପରିକ୍ରମା ର ଶୁଭାରମ୍ଭ କରାଯାଇଛି ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0