ପୁରୀ: ପୁରୀର ବିଭିନ୍ନ ସ୍ଥାନରୁ ବ୍ରାଉନ ସୁଗାର ଜବତ ହେବା ଘଟଣା । କୁମ୍ବାରପଡ଼ା , ବାସେଲିସାହି ଓ ବଳିଆପଣ୍ଡା ଅଞ୍ଚଳରୁ ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଏହାସହିତ ସେମାନଙ୍କ ନିକଟରୁ ୩୫୦ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୁରୀ ପୁଲିସ । ଯାହାର ଆନୁମାନିକ ମୁଲ୍ୟ ୩୫ ଲକ୍ଷ ହେବ ବୋଲି ପୁରୀ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଆସାମୀ ମାନଙ୍କ ନିକଟରୁ ଗୋଟିଏ କାର୍, ଗୋଟିଏ ସ୍କୁଟି ଜବତ କରିଛି ପୁଲିସ । ସେପଟେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜୁଛି ପୁଲିସ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0