ଭାଜପାରେ ଯୋଗ ଦେଲେ ଟିଭି ସିରିଏଲ ରାମାୟଣର ଅଭିନେତା ଅରୁଣ ଗୋଭିଲ । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଛନ୍ତି ଅରୁଣ । ସେ ଦିଲ୍ଲୀ ବିଜେପି କାର୍ୟ୍ୟାଳୟରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି । ଅରୁଣ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ‘ଜୟ ଶ୍ରୀ ରାମ’ କହିବାରେ କିଛି ଭୁଲ ନାହିଁ । ଏହି ସ୍ଲୋଗାନ ଭାଜପାର ରାଲି ଓ ପ୍ରଚାରରେ ଶୁଣିବାକୁ ମିଳେ । ୬୩ ବର୍ଷୀୟ ଅରୁଣ ରାମାୟଣ ଏକାଧିକ ଭାଷାରେ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0