spot_img

ସୋସିଆଲ ମିଡିଆକୁ ପୁଣି ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ସୋସିଆଲ ମିଡିଆକୁ ପୁଣି ଫେରିବେ  ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏପରିକି ସେ ନିଜର ସୋସିଆଲ ମିଡିଆରେ ନିଜର କମ୍ପାନୀ ଲଞ୍ଚ୍ କରିବେ ଏବେ ସେ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନାହାଁନ୍ତି କାରଣ ଜାନୁଆରୀ ତାରିଖରେ କ୍ୟାପିଟଲ ବିଲ୍ଡିଂରେ ଘଟିଥିବା ହିଂସା ପଛରେ ତାଙ୍କୁ ଦାୟୀ କରାଯାଇ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ତାଙ୍କୁ ବ୍ଲାକଲିଷ୍ଟେଡ କରିଥିଲେ ଏହାପରେ ଟ୍ରମ୍ପଙ୍କ ବିରୋଧରେ ଆମେରିକା ସିନେଟରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା ସୋସିଆଲ ମିଡିଆକୁ ଟ୍ରମ୍ପ୍ ପୁଣିଥରେ ଫେରିବେ ବୋଲି ତାଙ୍କର ପୂର୍ବତନ ପରାମର୍ଶଦାତା କହିଛନ୍ତି ପୂର୍ବତନ ପରାମର୍ଶଦାତା ମିଲର୍ କହିଛନ୍ତି ଯେ, ଟ୍ରମ୍ପ ୨ରୁ ମାସ ପରେ ସୋସିଆଲ ମିଡିଆରେ ପୁଣି ଆକ୍ଟିଭ୍ ହେବାକୁ ଯାଉଛନ୍ତି ସେ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ତିଆରି କରିବେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ସାମ୍ନାକୁ ଆସିବା ପରେ ଏହା ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ ଏଥିରେ କୋଟି କୋଟି ଲୋକ ସାମିଲ ହେବେ

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular