ଯାଜପୁର : ଶହେ ବର୍ଷରେ ପାଦ ଥାପିଛି ବାଦିପାଲା । ଯାଜପୁରର ପ୍ରସିଦ୍ଧ ସଇକା ସତ୍ୟନାରାୟଣ ବାଦିପାଲାକୁ ପୁରିଲା ଶହେ ବର୍ଷ । ଏହି ଉପଲକ୍ଷେ ବହୁ ଗୁଣି ଜ୍ଞାନୀ , ରାଜନେତା ଓ ବୁଦ୍ଧି ଜୀବି ଯୋଗ ଦେଇ ଏହାର ଦୀର୍ଘାୟୁ କାମନା କରିଛନ୍ତି । ବାଦିପାଲା ଓଡ଼ିଶାର ପୁରାତନ ସଂସ୍କୃତି ଏବଂ ପରମ୍ପରା । ଲୋକେ ଧିରେ ଧିରେ ଏହାକୁ ଭୁଲିବାକୁ ବସିଥିବା ବେଳେ କିଛି ଅଞ୍ଚଳରେ ଏହାକୁ ଏବେବି ଜୀବିତ ରଖାଯାଇଛି । ଯାଜପୁରର ବଡ଼ଚଣା ବ୍ଲକ ସ୍ଥିତ ସଇକା ଗ୍ରାମରେ ବାଦିପାଲାକୁ ଏବେବି ଜିବୀତ ରଖାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0