spot_img

ଘସିପୁରା; ସାତ ବର୍ଷ ଶିଶୁ ଉପରେ ମାଡ଼ିଗଲା ଟ୍ରକ

ଘସିପୁରା : ସାତ ବର୍ଷର ଶିଶୁ ଉପରେ ମାଡ଼ିଗଲା ଟ୍ରକ । ଏଭଳି ଦୁଃଖଦ ଦୃଶ୍ୟ ଦେଖିବାକୁ ମଳିଛି କେନ୍ଦୁଝରର ଘସିପୁରା ବ୍ଲକର ରାମଚନ୍ଦ୍ରପୁର ସ୍ଥିତ ନୁଆଗାଁ ଛକରେ । ଗ୍ରାମର ଚଗଲା ସାହୁଙ୍କ ସାତବର୍ଷ ପୁଅ ଗୁଡ଼ୁଲୁ ଉପରେ ଟ୍ରକଟି ମାଡ଼ି ଯାଇଛି । ଟ୍ରକ ମାଡ଼ିଯିବ ଫଳରେ ଶିଶୁଟିର ଘଟଣା ସ୍ଥଳରେ ହିଁ ମୃତୁ୍ୟ ହୋଇଯାଇଛି । ସୁଚନାରୁ ଜଣାଯାଇଛି ଯେ ପିଲାଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଏହି ଘଟଣା ଘଟିଛି । ଯାହାକୁ ନେଇ ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାର ରୋକ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular