ମୁମ୍ବାଇ : ହୋଲି ସେଲିବ୍ରେସନ୍ କରୁଛନ୍ତି ବଲିଉଡ ଷ୍ଟାର ବରୁଣ ଧୱନ, କ୍ରିତି ସାନନ । ବରୁଣ ଧୱନ, କ୍ରିତି ସାନନ ଏବଂ ସେମାନଙ୍କ ଟିମ୍ ହରର୍ ଫିଲ୍ମ ‘ଭେଡିଆ’ର ସୁଟିଂ କରୁଛନ୍ତି । ଏହି ଟିମ୍ ହୋଲି ସେଲିବ୍ରେଟ୍ କରି ସେଲିବ୍ରେସନ୍ ର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ ପୁରା ଟିମ୍ ଜୋରଦାର ମସ୍ତି କରୁଥିବା ନଜର ଆସିଛି । ଏହି ଟିମ୍ ଅରୁଣାଚଳ ପ୍ରଦେଶର ହାପୋଲି ଅଞ୍ଚଳରେ ଶୁଟିଂ କରୁଛି । କ୍ରିତି ଏହି ଭିଡିଓଗୁଡ଼ିକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି ।ଦିଲୱାଲେ’ ପରେ ବରୁଣ ଏବଂ କ୍ରିତି ପୁଣି ଥରେ ‘ଭେଡିଆରେ’ରେ ଏକାଠି ଦେଖାଯିବେ । ଏହି ଫିଲ୍ମଟି ହରର୍-କମେଡି ୟୁନିଭର୍ସର ଲାଟେଷ୍ଟ ଏଡିସନ୍ । ଏହି ଫିଲ୍ମଟି ଦୀନେଶ ଭାଇଜାନ୍ ଙ୍କ ଦ୍ୱାରା ନିର୍ଦ୍ଦେଶିତ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0