spot_img

ଗାଧୋଇବା ବେଳେ ମହାନଦୀରେ ବୁଡିଗଲେ ୨ ଯୁବକ

ଆଠଗଡ ହୋଲି ଖେଳ ସାରି ଗାଧୋଇବା ବେଳେ ମହାନଦୀରେ ବୁଡି ଗଲେ ଦୁଇ ଯୁବକ।, ନରସିଂହପୁର ମାଙ୍କଡଭୂୟାଁ ଘାଟରେ ଗାଧୋଇବାବେଳେ ପାଣିରେ ବୁଡିଗଲେ ଦୁଇ ଯୁବକ। ଖବର ପାଇ ନରସିଂହପୁର ଦମକଳ ବାହିନୀ ଦୁଇ ଜଣ ଯୁବକଙ୍କୁ ଉଦ୍ଧାର କରିଥିଲେ। ଜଣଙ୍କୁ ଗୁରୁତର ଭାବେ ନରସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି ଦୁଇ ଯୁବକଙ୍କ ଘର ଘୋରାଡିଆ ଗ୍ରାମରେ ବୋଲି ଜଣାପଡିଛି

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular