spot_img

ଗଞ୍ଜାମରେ ଲାଗୁ ହେଲା ନୁଆଁ କଟକଣା

ଗଞ୍ଜାମ:କରୋନା ସଂକ୍ରମଣ କୁ ନେଇ ଜିଲ୍ଲା ପ୍ରସାଶନ ର ଗାଇଡଲାଇନ
ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜାରି ହେଲା ନୂଆ କଟକଣା।
– ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଆସନ୍ତା କାଲି ଠାରୁ ୨୧ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ ।
– ଏହି ବନ୍ଦ ସମୟରେ ଧାର୍ମିକ ଅନୁଷ୍ଠାନ ଗୁଡିକ ସାନିଟାଇଜ କରାଯିବ ।
– ବନ୍ଦ ସମୟରେ କେବଳ ପୂଜକ ମାନେ ରୀତିନୀତିରେ ପୂଜା କରିପାରିବେ ।
– ଜିଲ୍ଲାର ସମସ୍ତ ପାର୍କ, ସମୁଦ୍ର ବେଳାଭୂମି, ପଡିଆ, ହ୍ରଦ ଆସନ୍ତା କାଲି ଠାରୁ ୨୧ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ ।
– ଜିଲ୍ଲାରେ ପାଳନ ହେବ ନାହିଁ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ।
– ଯେଉଁମାନେ ଏହି ନିୟମକୁ ଅବମାନନା କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ।
– ଏନେଇ ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ସୂଚନା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular