spot_img

କେନ୍ଦୁଝର ଜିଲ୍ଲାପାଳଙ୍କ ନବନର୍ଷର ଶୁଭେଚ୍ଛା

କେନ୍ଦୁଝର: କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣେଇବା ସହିତ ଦେଶରେ କୋଭିଡର ଦ୍ୱିତୀୟ ସଂକ୍ରମଣ ରୁ ଜିଲ୍ଲାବାସୀଙ୍କୁ ୁ ସୁରକ୍ଷା ଦେବା ପାଇଁ ଏକ ସଚେତନତା ଵାର୍ତା ର ଭିଡିଓ ଜାରି କରିଛନ୍ତି । ମାକ୍ସ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର ବ୍ୟବହାର କରି ହାତ କୁ ବାରମ୍ବାର ଧୋଇବା ଓ ଜରୁରୀ କାମ ନଥିଲେ ବାହାରକୁ ନ ଯିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular