spot_img

ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ସହ ନବବର୍ଷ ପାଳିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଠାରେ ଆଜି ସରକାରଙ୍କର ନିୟମ ଅନୁସାରେ କୋଭିଡ କୋଟକୋଣା ମଧ୍ୟରେ ଡାକ୍ତର ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତି ପାଳନ ହୋଇଯାଇଛି । ଏହି ଜୟନ୍ତିରେ ମୁଖ୍ୟ ଅତିଥି ଭାବେ ତହସିଲଦାର ତଥା ପୈାରପାଳିକା ଦାୟିତ୍ୱରେ ଥିବା ଶ୍ରୀ ହିମାଞ୍ଚଳମାଝୀ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି କାର୍ୟ୍ୟକ୍ରମରେ ଗୋଷ୍ଠି ଶିକ୍ଷା ପ୍ରଶିକ୍ଷଣର ଛାତ୍ରମାନେ ଏବଂ ଅମ୍ବେଦକର ମଞ୍ଚର ଚୂନିଲାଲାଙ୍କ ସହ ଉମରକୋଟ ସହରର ଯୁବଗୋଷ୍ଠି ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular