spot_img

ପୁରୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି

ପୁରୀ: ପୁରୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି ଦେଖିବାକୁ ମିଳିଛି । କୋର୍ସ ସରିନି, ସେପଟେ କରୋନା ସଂକ୍ରମଣ ବଢୁଥିବା ବେଳେ ବିନା ବିଶୋଧନରେ କିଭଳି ମହାବିଦ୍ୟାଳୟର ଅଧକ୍ଷା ପରୀକ୍ଷା କରାଇବାକୁ ନିଷ୍ପତି ନେଲେ, ଏହାକୁ ବିରୋଧ କରି ଛାତ୍ରୀମାନଙ୍କ ମଧ୍ୟରେ ଉତେଜନା ଦେଖାଯାଇଛି । ଏହା ସହିିିତ ମହାବିଦ୍ୟାଳୟର ଆସବାବ ପତ୍ର ଭଙ୍ଗାରୁଜା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଅଧକ୍ଷା ସମାଧାନ ବଦଳରେ ଛାତ୍ରୀ ମାନଙ୍କୁ ଧକା ମାରି ଦୁରବ୍ୟବହାର କରିବା ପ୍ରତିବାଦରେ ଛାତ୍ରୀମାନେ ଧାରଣାରେ ବସିଥିଲେ । ତେବେ ଏହାକୁ ନେଇ ଶିକ୍ଷ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଅଭିଭିବାକ ମହଲରୁ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular