କେନ୍ଦୁଝର: ଘରେ ନିଆଁ ଲାଗି ପରିବାର ସର୍ବସାନ୍ତ । ଏଭଳି ଏକ ଦୁଖଃଦ ଖବର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ବଳରାମ ପୁର ପଂଚାୟତର ନଦୁଆ ଗ୍ରାମରେ । ଏହି ଗ୍ରାମର ପଦ୍ମନାଭ ନାୟକ ଙ୍କ ଘରେ ଆଜି ଦିନ ଗୋଟାଏ ସମୟରେ ନିଆଁ ଲାଗିଥିଲା । ଖବରପାଇ ଅଗ୍ନିଶମ କର୍ମଚାରୀ ପହଂଚି ନିଅାଁ କୁ ଆୟତ କରିଥିଲେ । କୌଣସି କାରଣରୁ ନିଆଁ ଲାଗିଥିବା ଜଣା ପଡିନଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0