ଖୋର୍ଦ୍ଧା: ଗତକାଲି ଖୋର୍ଦ୍ଧା ଉଇଲିକସନ ନଗର ଅଁଳେଇ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଖୋର୍ଦ୍ଧା ନିକଟସ୍ଥ ମହୁଲ ଗ୍ରାମର ଦିପୁ ନାମକ ବାଇକ ଆରୋହି ଗୁରୁତ୍ୱର ଆହତ ହୋଇଥିଲେ , ଏବଂ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଖୋର୍ଦ୍ଧା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା କିଭଳି ଘଟିଲା ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ଷ୍ପଷ୍ଟ ସୂଚନା ମିଳିପାରି ନାହିଁ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0