spot_img

ଫତେଗଡ ଅଂଚଳରେ ଟାଟାଏସି ଓ ବାଇକ ମୁହାଁମୁହିିଁ

ନୟାଗଡ: ନୟାଗଡ ଜିଲ୍ଲା ଫତେଗଡ ଥାନା ବାହାଡା ଗ୍ରାମ ନିକଟରେ ଟାଟା ଏସି ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟି ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ଲାଗି ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଟାଟାଏସି ଗାଡିର ଡ୍ରାଇଭର ପ୍ରଚୁର ମଦ୍ୟପାନ କରି ଗାଡି ଚଲାଉଥିବା ଅଭିଯୋଗ ଆସିଛି । ଆହତ ଦୁଇଜଣ ହେଲେ ବ୍ରଜବନ୍ଧୁ ସେଠୀ ଓ ଅନ୍ୟ ଜଣକ ହେଲେ ରମେଶ ଚନ୍ଦ୍ର ସେଠୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular