ଆଜି ସକାଳ ସୁଦ୍ଧା ୮ ଟି ରାଜ୍ୟକୁ ଓଡ଼ିଶା ଦେଇଛି ୯୦ ଟ୍ୟାଙ୍କର ଅକ୍ସିଜେନ । ୫ ଦିନରେ ମୋଟ ୧୬୭୫ ଟନ ତରଳ ଅକ୍ସିଜେନ ପଠାଯାଇଛି । ଗ୍ରୀନ କରିଡ଼ରରେ ଅକ୍ସିଜେନ ଯୋଗାଣ ଜାରି ରହିଛି ବୋଲି ପୋଳିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଆନ୍ଦ୍ରକୁ ୩୦,ତେଲେଙ୍ଗାନାକୁ ୧୯, ମଧ୍ୟପ୍ରଦେଶକୁ ୧୫ ଟ୍ୟାଙ୍କର ପଠାଯାଇଛି । ହରିୟାଣାକୁ ୮, ୟୁପିକୁ ୭ ମହାରାଷ୍ଟ୍ରକୁ ୬ ଟି ଟ୍ୟାଙ୍କର ପଠାଯାଇଛି । ଛତିଶଗଡ଼କୁ ୪ ଓ ତାମିଲ ନାଡ଼ୁକୁ ୧ ଟ୍ୟାଙ୍କର ତରଳ ଅକ୍ସିଜେନ ପଠାଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0