ଟାଙ୍ଗୀ: ଯୁକ୍ତ ଦୁଇ ପରିକ୍ଷା ବାତିଲି ଦାବିରେ ଟାଙ୍ଗୀ ଗୋଲେଇ ଛକ ନିକଟରେ ଧାରଣ ଦେଲେ ଟାଙ୍ଗୀ ଦୁର୍ଗା ଚରଣ ଚିଲିକା ମହାବିଦ୍ୟାଳୟର ଛାତ୍ର ।
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୁରୁଣା ଜାତୀୟ ରାଜପଥ ଗୋଲେଇ ଛକ ନିକଟରେ ଟାଙ୍ଗୀ ଦୁର୍ଗା ଚରଣ ଚିଲିକା ମହାବିଦ୍ୟାଳୟର ଛାତ୍ର ମାନେ ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ହାତରେ ଫ୍ଲାଗ କାର୍ଡ଼ ଧରୀ ବିଭିନ୍ନ ନାରାବାଜି ଦେଇଛନ୍ତି। ସରକାରଙ୍କ ଶିକ୍ଷାନୀତି ଅନୁଷ୍ଠାନରେ ଚଳିତ ବର୍ଷ କୋଭିଡ଼ କଟକଣା ଲାଗି ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଥିବା ବେଳେ ଛାତ୍ର ମାନେ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି। କୋଭିଟ କଟକଣା କୁ ଆଖି ଆଗରେ ଦେଖି ଟାଙ୍ଗୀଥାନା ପୋଲିସ ତରଫରୁ ଛାତ୍ରଙ୍କୁ ବୁଝାଯାଇଥିଲା ଫଳରେ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ର ଆନ୍ଦୋଳନରୁ ଓହୋରି ଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0