କରୋନା ହେଲେ କେମିତି ନେବେ ନିଜର ଯତ୍ନ ଓ କିଭଳି ନିଜ ଘରେ ହୋମ ଆଇସୋଲେସନ ରେ ରହିବେ….
ନଜର ପକାନ୍ତୁ ଘରୋଇ ଉପଚାରରେ….
• ନୀୟମିତ ଗରମ ପାଣିରେ ବାମ୍ଫ ନିଅନ୍ତୁ ।
• ପରିବାର ସୁରକ୍ଷା ପାଇଁ ଘରେ ମାସ୍କ ପିନ୍ଧନ୍ତୁ ।
• କୋଣସି ପରିସ୍ଥିତିରେ ବାହାରକୁ ବାହାରନ୍ତୁ ନାହିଁ ।
• ଘରେ ବାୟୁ ଚଳାଚଳର ସୁବିଧା ରହିବା ଆବାଶ୍ୟକ ।
କେମତି ଡ଼ାକ୍ତରଙ୍କ ଠାରୁ ନେବେ ପରାମର୍ଶ
• ଜ୍ୱର,ଦେହପୀଡ଼ା ହେଲେ ପାରାସିଟାମଲ ଖାଆନ୍ତୁ ।
• ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ।
• ପାଣିରେ ଚିନି,ଲୁଣ ମିଶାଇ ପିଅନ୍ତୁ ।
• ଫୁସଫୁସରେ ଅମ୍ଳଜାନର ମାତ୍ରା ବୃଦ୍ଧି ପାଇଁ ପେଟ ମାଡ଼ି ଶୁଅନ୍ତୁ ।
• ଯଦି କିଛି ଲକ୍ଷଣ ବାହାରେ ଷ୍ଟେରଏଡ଼ ନିଅନ୍ତୁ ।
• ନିୟମିତ ସ୍ତରରେ ଅମ୍ଳଜାନ ଓ ନିଜର ତାପମାତ୍ରାକୁ ଚେକ୍ କରନ୍ତୁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0