ଆଜିଠୁ ଆରମ୍ଭ ହୋଇଛି OJEE ପରୀକ୍ଷା ,ମୋଟ ୫୫ ହଜାର ୫୦୦ ଜଣ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି ।
ସିବିଟି ମୋଡରେ ରାଜ୍ୟର ୩୦ ଜିଲ୍ଲାରେ ୫୭ଟି ସେଣ୍ଟରରେ ଚାଲିଛି ପରୀକ୍ଷା । ରାଜ୍ୟ ବାହାରେ କୋଲକାତା, ରାଞ୍ଚି, ପାଟନାରେ ସେଣ୍ଟର କରାଯାଇଛି । ଆଜି ଚାଲିଛି ୩ଟ୍ ସିଫ୍ଟରେ ବି. ଫାର୍ମ ଲାଗି ପରୀକ୍ଷା ।

Visitors Today : 1
Total Visitors : 130167
Total Views : 9891612
Visitors Online Now : 0