ସୁପ୍ରିମକୋର୍ଟରେ NEET-UG ପରୀକ୍ଷା ନେଇ ଚାଲିିଛି ମାମଲା । ପରୀକ୍ଷା ସ୍ଥଗିତ କରିବାକୁ ମନାକଲେ ସୁପ୍ରିମକୋର୍ଟ । NEET-UG ପରୀକ୍ଷା ସ୍ଥଗିତ କରିବା ନେଇ ଆବେଦନ ଖାରଜ । ସ୍ଥଗିତ ହେବନି ବୋଲି NEET-UG ପରୀକ୍ଷା ସୁପ୍ରିମକୋଟ ଦେଲେ ରାୟ ।

Visitors Today : 1
Total Visitors : 130301
Total Views : 9891804
Visitors Online Now : 0