spot_img

ଖରସ୍ରୋତା ବଞ୍ଚାଓ ଆନ୍ଦୋଳନ

ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ବିରୋଧ କରି ଆସୁଥିବା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ବିଧାନସଭା ଘେରାଉ କରିବାକୁ ବାହାରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିକା ଓ ଆଳି ମଧ୍ୟ ଭାଗରେ ପ୍ରବାହିତ ଖରସ୍ରୋତା ନଦୀରୁ ବେଆଇନ୍ ଭାବେ ରାଜ୍ୟ ସରକାର କମ୍ପାନୀର ଅହେତୁକ ଅନୁକମ୍ପା ଓ ମୋଟା ଅଙ୍କର ଅର୍ଥ ଲୋଭରେ ରହିଛନ୍ତି ଜ୍ଝ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ଭଦ୍ରକ ବାଲେଶ୍ଵର ଜିଲ୍ଲା କୁ ପାନୀୟ ଜଳ ଯୋଗାଇ ଦେବାକୁ ବିରୋଧ କରି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ବିଭିନ୍ନ ଉପାୟରେ ପ୍ରତିବାଦ, ବିରୋଧ କରି ଆସୁଥିବା ବେଳେ ଆଜି ବିଧାନ ସଭା ଘେରାଉ କରିବା ପାଇଁ ସଜ ବାଜ୍ ହୋଇଛନ୍ତି ।ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଓ ଦୋଳ ଗୋବିନ୍ଦ ନାୟକ ଙ୍କ ନେତୃତ୍ୱରେ ଶତାଧିକ ଲୋକ ଓ ମହିଳା ଯାତ୍ରା ଆରମ୍ଭ କରିଛନ୍ତି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular