ମୟୁରଭଞ୍ଜ ଗ୍ରସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ଠାରେ ବଡ଼ଚଣା ବିଜେପି ପକ୍ଷରୁ ସ୍ଥାନୀୟ ନେତା ଅମର ନାୟକଙ୍କ ନେତୃତ୍ୱରେ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଛି, ଉକ୍ତ କାର୍ୟ୍ୟକ୍ରମରେ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ,ରାଜ୍ୟ ବିଜେପି ସମ୍ପାଦକ ତଥା ବଡ଼ଚଣା ବିଜେପି ନେତା ଅମର ନାୟକ ଓ ବହୁ ସଂଖ୍ୟକ ବିଜେପି କାର୍ୟ୍ୟକାର୍ତ୍ତା ଉପସ୍ଥିତ ରହି କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେଜ୍ଝ କେନ୍ଦ୍ର ସରକାରଙ୍କ ଆଦିବାସୀ କଲ୍ୟାଣ ଓ ଜଳ ସମ୍ପଦ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟୁତ ମିଳିବା ପରେ ନିଜ ସାଂସଦିୟ କ୍ଷେତ୍ରରୁ କେନ୍ଦ୍ରମନ୍ତ୍ରୀ ହେବା ପରେ ପ୍ରଥମଥର ଗ୍ରସ୍ତକୁ ଯାଜପୁର ଜିଲ୍ଲା ବିଜେପି ସ୍ୱାଗତ ଜଣାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଯାଜପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନଗଡ଼ା ଓ ଯାଜପୁର ଜିଲ୍ଲାର ଦୃବଳ ନଦୀବନ୍ଧ ବିଷୟରେ ଅଧିକ ଗୁରୁତ୍ୱ ଦେବା ପାଇଁ ଆଶା ରଖିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0