spot_img

ବାଚସ୍ପତିଙ୍କୁ ତାଙ୍କ ଚାମ୍ବରରେ ଘେରିଲେ ବିରୋଧୀ

ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଙ୍କୁ ଘେରିଲେ ବିରୋଧୀ ଦଳ । ମୁତଲବୀ ପ୍ରସ୍ତାବ ଗ୍ରହଣ କରୁନଥିବାରୁ ପ୍ରତିବାଦ କରି ଘେରିଲେ ବିରୋଧୀ । ଘେରିଲେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ । ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବା ଯାଏ ଘେରାଉ ଜାରି ରହିବ ବୋଲି ବିରୋଧୀ ଦଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular